Erhältlich:
Nicht auf Lager
Buch (Softcover): Belletristik
Fakir Mohan Senapatinka Sankshipta Jeebani (Fakir Mohan Senapati's Brief Biography)
Verlag:
Black Eagle Books Unsere-Artikel-Nr.: P36591370
EAN: 9781645609124
Erhältlich:
Nicht auf Lager
Zustellung: Di, 29.09.2026
Versand: Kostenlos
CHF 32.25
Beschreibung
'ଫକୀରମୋହନ ସେନାପତିଙ୍କ ସଂକ୍ଷିପ୍ତ ଜୀବନୀ' ଗ୍ରନ୍ଥଟି ଆଧୁନିକ ଓଡ଼ିଶା ତଥା ଓଡ଼ିଆ ଭାଷାସାହିତ୍ୟର ଜନକ ଫକୀରମୋହନଙ୍କ ଆତ୍ମଜୀବନୀ (autobiography) ଆଧାରରେ ରଚିତ। ଏହାକୁ ସମ୍ପାଦନା କରିଛନ୍ତି ବିଶ୍ୱଭାରତୀ, ଶାନ୍ତିନିକେତନର ଓଡ଼ିଆ ବିଭାଗର ଅଧ୍ୟାପକ ଡ ରବୀନ୍ଦ୍ର କୁମାର ଦାସ। ଫକୀରମୋହନଙ୍କର ବଂଶପରିଚୟ lଠାରୁ ଆରମ୍ଭକରି ଶୈଶବ, ବିଦ୍ୟାଶିକ୍ଷା, ଚାକିରି ଓ ପ୍ରଶାସନକ ଜୀବନର ବିଭିନ୍ନ ଚିତ୍ର ଏ ଗ୍ରନ୍ଥରେ ଲିପିବଦ୍ଧ ହୋଇଛି। ତତ୍କାଳୀନ ଓଡ଼ିଶାର ବିଭିନ୍ନ ଗଡ଼ଜାତ ଅଞ୍ଚଳ, ଶିକ୍ଷାବ୍ୟବସ୍ଥା, ଔପନିବେଶିକ ଶାସନ ବ୍ୟବସ୍ଥା ସହିତ ସଂଶ୍ଳିଷ୍ଟ ରହି ବିଭିନ୍ନ ପ୍ରକାରର ଜନହିତକର କାର୍ଯ୍ୟ କରିବା ସହିତ ଓଡ଼ିଆ ଭାଷାର ସୁରକ୍ଷା, ଓଡ଼ିଆ ଭାଷା ସାହିତ୍ୟର ଅଭିବୃଦ୍ଧି, ଆଧୁନିକ ଓଡ଼ିଶାର ରୂପରେଖ ପ୍ରସ୍ତୁତି ଓ କାର୍ଯ୍ୟକାରିତା ପ୍ରଭୃତିକୁ ଫକୀରମୋହନ କିପରି ପ୍ରତିଷ୍ଠିତ କରାଇଥିଲେ, ତାହାର ସବିଶେଷ ଦୃଷ୍ଟାନ୍ତ ତଥା ବ୍ୟାଖ୍ୟା ଏହି ଗ୍ରନ୍ଥରେ କରାଯାଇଛି। ତାହା ସହିତ ଗ୍ରନ୍ଥର ଶେଷଭାଗରେ ଫକୀରମୋହନଙ୍କ ଦ୍ୱାରା ରଚିତ ବିଭିନ୍ନ ପୁସ୍ତକ ତଥା ବିଭିନ୍ନ ପ୍ରକାରର ପରିଚିତି ସହିତ କେତେକ ଦୁର୍ଲଭ ଫଟୋଚିତ୍ରକୁ ମଧ୍ୟ ସଂଯୁକ୍ତ କରାଯାଇଛି। ଆଶା କରାଯାଏ ଏହି ଗ୍ରନ୍ଥଟି ନିଶ୍ଚିତ ଭାବରେ ସମଗ୍ର ବିଶ୍ୱର ଫକୀରମୋହନପ୍ରେମୀ ଓଡ଼ିଆ ପାଠକପାଠିକାମାନଙ୍କ ଦ୍ୱାରା ଆଦୃତ ହେବ।.
Spezifikationen
Sprache
Autor
- Rabindra Kumar Das
Erscheinungsjahr
- 2026
Format
- Buch (Softcover)
Anzahl Seiten
- 172